Posts

Showing posts with the label Class 9 chapter 1 jiba bigyan

ଜୈବ ବିବିଧତା ପ୍ରଶ୍ନ ଉତ୍ତର

 1.ଜୀବମାନଙ୍କୁ ଶ୍ରେଣୀବିଭକ୍ତ କରିବାଦ୍ୱାରା କ’ଣ ଉପକାର ମିଳେ ? ଉତ୍ତର - (i) ଶ୍ରେଣୀବିଭାଗଦ୍ବାରା ବିଭିନ୍ନ ଜୀବକୁ ଚିହ୍ନିବା ସହଜ ହୋଇଥାଏ । (ii) ଜୈବ ବିବିଧତା ସମ୍ବନ୍ଧରେ ଅଧିକ ତଥ୍ୟ ମିଳେ । (iii) ଜୀବମାନଙ୍କ ମଧ୍ୟରେ ଥୁବା ପାରସ୍ପରିକ ସମ୍ବନ୍ଧ ସଂପର୍କରେ ଜାଣିହୁଏ । (iv) ବିଭିନ୍ନ ଭୌଗୋଳିକ ଅଞ୍ଚଳରେ ଜୀବମାନଙ୍କର ବିସ୍ତାର ବିଷୟରେ ଜ୍ଞାନ ବଢ଼େ । ((v) ପରିବେଶ ବିଜ୍ଞାନ, କୃଷି ବିଜ୍ଞାନ ଓ ଜନସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅଧୟନ ଗବେଷଣା ଓ ପରିଚାଳନା ଓ ପ୍ରୟୋଗ ଆଦି ସମ୍ଭ ମ୍ଭବ ହୋଇଥାଏ l 2.ଏକ ଶ୍ରେଣୀବିଭାଗରେ କିପରି ଦୁଇଟି ସ୍ତରର ଚିହ୍ନଟ କରିବା ପାଇଁ ଲକ୍ଷଣ ବାଛିପାରିବା ଲେଖ। ଉତ୍ତର - (i) ଜୀବଜଗତ ।ତର ଶ୍ରେଣୀବିଭାଗ ବେଳେ ଗୋଟିଏ ସ୍ତରର ପ୍ରାଣୀ ବା ଉଭିଦ ତା' ତଳସ୍ତର ତଳସ୍ତରର ପ୍ରାଣୀ ବା ଉଦ୍ଭିଦର ଲକ୍ଷଣଗୁ ଗୁଡ଼ିକ ଦ୍ୱାରା ପ୍ରଭାବିତ ହେବା ସ ସଙ୍ଗେ ସଙ୍ଗେ ଅନେକ ସମାନତ ନତା ବଜାୟ ରଖୁଥାଏ l (ii) ଏହି ଧାରାରେ ଆମେ ଲକ୍ଷଣର କ୍ଷଣର ସ୍ତର ଓ ପରସ୍ପର ସମ୍ବନ୍ଧିତ ଲକ୍ଷଣଗୁଡ଼ି କୁ ବିଚାରକୁ ନେଇ ଜୀବମାନଙ୍କର ଶ୍ରେଣୀବିଭାଗ କରିପାରିବା  iii) ସୁନ୍ୟଷ୍ଟୀୟ କୋଷରେ କୋଷ ଅଙ୍ଗିକା ଓ ନ୍ୟଷ୍ଟି ବହୁକୋଷୀ ଜୀବମାନଙ୍କର ବିଭିନ୍ନ କୋଷୀୟ ପ୍ରକ୍ରି ଭାବରେ ସୁଚାରୁରୂପେ କାର୍ଯ୍ୟ କରିପାରେ । (iv) ପ୍ରାକ୍ ନ୍ୟଷ୍ଟୀୟ କୋଷରେ ଏକ ସଂଗଠିତ ନ୍ୟଷ୍ଟି ନଥାଏ ଏବଂ ସେହି କୋଷର ବିଭିନ୍ନ କ୍ରିୟାଗୁଡ଼...