Posts

Showing posts with the label Class 9 chapter 1 question answer

ବନ୍ଦେ ଉତ୍କଳ ଜନନୀ ପ୍ରଶ୍ନ - ଉତ୍ତର

 1.ନିମ୍ନଲିଖିତ ଉକ୍ତି ମଧ୍ୟରୁ ଠିକ୍ ଉକ୍ତିଗୁଡ଼ିକ ବାଛି ଲେଖ। (କ) ଉତ୍କଳ ଜନନୀଙ୍କ ହସ ସୁନ୍ଦର, ଭାଷା ସୁନ୍ଦର ବୋଲି କୁହାଯାଇଛି। (ଖ) ନୀଳ ବନଭୂମି ଉତ୍କଳ ଜନନୀଙ୍କ ଦେହରେ ଶୋଭାପାଉଛି। (ଗ) ସୁନ୍ଦର ପ ପକ୍ଷୀମାନଙ୍କ କଳରବରେ ମୁଖରିତ ହୁଏ ପରିବେଶ। (କ) ଓଡ଼ିଶା ମାଆ ସୁନ୍ଦର ସୋରିଷ କ୍ଷେତରେ ସୁଶୋଭିତା। (৫) ଉତ୍କଳ ଜନନୀଙ୍କ ଜନ ଚକ୍ଷୁ ଜ୍ଞାନବିଜ୍ଞାନର ଆଲୋକରେ ଆଲୋକି ଲୋକିତ। (ଚ) ପଶୁମାନଙ୍କ ରକ୍ତରେ ରେ ଚର୍ଚ୍ଚିତ ହୋଇଛି ଉତ୍କଳ ଜନନୀଙ୍କ ପାଦ। (ଛ) ପବିତ୍ର ତୀର୍ଥସ୍ଥାନମାନଙ୍କରେ ପରିପୂର୍ଣ୍ଣ ହୋଇଛି ଉତ୍କଳ ପ୍ରଦେଶ। ଉତ୍ତର (କ) ଠିକ୍ (ଖ) ଠିକ୍ (ଗ) ଠିକ୍ (ଘ) ଭୁଲ୍ (ଡ) ଠିକ୍ (ଚ) ଭୁଲ୍ (ଛ)ଠିକ  2.. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର । (କୃତବର, ଊଟଜ, ତାଳତମାଳ, ମୁଖରିତ, ତୀର୍ଥ ତୀର୍ଥଚୟ) (କ) କଳକଳ ଚାରୁ ବିହଙ୍ଗ।  କଳକଳ ମୁଖରିତ ଚାରୁ ବିହଙ୍ଗ। ଖ) ସୁଶୋଭିତ ତୀରା। ତାଳତମାଳ ସୁଶେ |ଶୋଭିତ ତୀରା। (ଗ) ଯୋଗୀଋଷିଗଣ ଗଣ ପବିତ୍ରା। ଯୋଗୀଋଷିଗଣ ଊଟଜ ପବିତ୍ରା। (ଘ) ପୁଣ୍ଯ ପୂର୍ଣ୍ଣ ପ୍ରଦେଶ। ପୁଣ୍ୟ ତୀର୍ଥଚୟ ପୂର୍ଣ୍ଣ ପ୍ରଦେଶ। (ଡ) ବିଶ୍ୱଭୂମଣ୍ଡଳ ସ୍ନେହା । ବିଶ୍ୱଭୂମଣ୍ଡଳ କୃତବର ସ୍ନେହା । 3.ନିମ୍ନଲିଖୁତ ଶବ୍ଦମାନଙ୍କୁ ବ୍ୟବହାର କରି ଗୋଟିଏ ଗୋଟିଏ ସାର୍ଥକ ବାକ୍ୟ ବାକ୍ୟ ଗଠନ କର । ପୟୋଧୂ, ଜନନୀ, ନୀଳ, ଯୋଗୀ, ପୁଣ୍ଯ ଣ୍ୟ, ଶୋଣିତ, ମନ୍ଦିର ପୟୋଧୂ ...