ଭାରତର ଇତିହାସ, ଓଡିଶା ଇତିହାସ GK
ଭାରତର ପ୍ରଥମ ସଭ୍ୟତା କେଉଁଟି? ଉତ୍ତର: ସିନ୍ଧୁ ଉପତ୍ୟକା ସଭ୍ୟତା। ସିନ୍ଧୁ ସଭ୍ୟତାର ପ୍ରମୁଖ ସହର କେଉଁଟି? ଉତ୍ତର: ହଡ଼ପ୍ପା ଓ ମୋହେଞ୍ଜୋଦାରୋ। ସିନ୍ଧୁ ସଭ୍ୟତା କେଉଁ ନଦୀ କୂଳରେ ବିକଶିତ ହୋଇଥିଲା? ଉତ୍ତର: ସିନ୍ଧୁ ନଦୀ। ଋଗ୍ବେଦ କେଉଁ ଭାଷାରେ ରଚିତ? ଉତ୍ତର: ସଂସ୍କୃତ। ଭାରତର ପ୍ରଥମ ସାମ୍ରାଜ୍ୟ କେଉଁଟି? ଉତ୍ତର: ମୌର୍ଯ୍ୟ ସାମ୍ରାଜ୍ୟ। ମୌର୍ଯ୍ୟ ସାମ୍ରାଜ୍ୟର ସ୍ଥାପକ କିଏ? ଉତ୍ତର: ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଗୁରୁ କିଏ ଥିଲେ? ଉତ୍ତର: ଚାଣକ୍ୟ (କୌଟିଲ୍ୟ)। 'ଅର୍ଥଶାସ୍ତ୍ର'ର ରଚୟିତା କିଏ? ଉତ୍ତର: କୌଟିଲ୍ୟ। କଳିଙ୍ଗ ଯୁଦ୍ଧ କିଏ କରିଥିଲେ? ଉତ୍ତର: ସମ୍ରାଟ ଅଶୋକ। କଳିଙ୍ଗ ଯୁଦ୍ଧ ପରେ ଅଶୋକ କେଉଁ ଧର୍ମ ଗ୍ରହଣ କଲେ? ଉତ୍ତର: ବୌଦ୍ଧ ଧର୍ମ। ବୁଦ୍ଧଙ୍କ ପ୍ରକୃତ ନାମ କଣ? ଉତ୍ତର: ସିଦ୍ଧାର୍ଥ ଗୌତମ। ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ କେଉଁଠି? ଉତ୍ତର: ଲୁମ୍ବିନୀ। ମହାବୀର କେଉଁ ଧର୍ମର ପ୍ରବର୍ତ୍ତକ? ଉତ୍ତର: ଜୈନ ଧର୍ମ। ଗୁପ୍ତ ଯୁଗକୁ କେଉଁ ଯୁଗ ବୋଲି କୁହାଯାଏ? ଉତ୍ତର: ସ୍ୱର୍ଣ୍ଣ ଯୁଗ। ଭାରତର ନେପୋଲିଅନ କାହାକୁ କୁହାଯାଏ? ଉତ୍ତର: ସମୁଦ୍ରଗୁପ୍ତ। ଶୂନର ଆବିଷ୍କାର କିଏ କରିଥିଲେ? ଉତ୍ତର: ଆର୍ଯ୍ୟଭଟ୍ଟ। 'ଆଇନ-ଇ-ଆକବରୀ'ର ରଚୟିତା କିଏ? ଉତ୍ତର: ଅବୁଲ ଫଜଲ। ମୋଘଲ ସାମ୍ରାଜ୍ୟର...