ବନ୍ଦେ ଉତ୍କଳ ଜନନୀ ପ୍ରଶ୍ନ - ଉତ୍ତର
1.ନିମ୍ନଲିଖିତ ଉକ୍ତି ମଧ୍ୟରୁ ଠିକ୍ ଉକ୍ତିଗୁଡ଼ିକ ବାଛି ଲେଖ।
(କ) ଉତ୍କଳ ଜନନୀଙ୍କ ହସ ସୁନ୍ଦର, ଭାଷା ସୁନ୍ଦର ବୋଲି କୁହାଯାଇଛି।
(ଖ) ନୀଳ ବନଭୂମି ଉତ୍କଳ ଜନନୀଙ୍କ ଦେହରେ ଶୋଭାପାଉଛି।
(ଗ) ସୁନ୍ଦର ପ ପକ୍ଷୀମାନଙ୍କ କଳରବରେ ମୁଖରିତ ହୁଏ ପରିବେଶ।
(କ) ଓଡ଼ିଶା ମାଆ ସୁନ୍ଦର ସୋରିଷ କ୍ଷେତରେ ସୁଶୋଭିତା।
(৫) ଉତ୍କଳ ଜନନୀଙ୍କ ଜନ ଚକ୍ଷୁ ଜ୍ଞାନବିଜ୍ଞାନର ଆଲୋକରେ ଆଲୋକି ଲୋକିତ।
(ଚ) ପଶୁମାନଙ୍କ ରକ୍ତରେ ରେ ଚର୍ଚ୍ଚିତ ହୋଇଛି ଉତ୍କଳ ଜନନୀଙ୍କ ପାଦ।
(ଛ) ପବିତ୍ର ତୀର୍ଥସ୍ଥାନମାନଙ୍କରେ ପରିପୂର୍ଣ୍ଣ ହୋଇଛି ଉତ୍କଳ ପ୍ରଦେଶ।
ଉତ୍ତର
(କ) ଠିକ୍
(ଖ) ଠିକ୍
(ଗ) ଠିକ୍
(ଘ) ଭୁଲ୍
(ଡ) ଠିକ୍
(ଚ) ଭୁଲ୍
(ଛ)ଠିକ
2.. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କୃତବର, ଊଟଜ, ତାଳତମାଳ, ମୁଖରିତ, ତୀର୍ଥ ତୀର୍ଥଚୟ)
(କ) କଳକଳ ଚାରୁ ବିହଙ୍ଗ।
କଳକଳ ମୁଖରିତ ଚାରୁ ବିହଙ୍ଗ।
ଖ) ସୁଶୋଭିତ ତୀରା।
ତାଳତମାଳ ସୁଶେ |ଶୋଭିତ ତୀରା।
(ଗ) ଯୋଗୀଋଷିଗଣ ଗଣ ପବିତ୍ରା।
ଯୋଗୀଋଷିଗଣ ଊଟଜ ପବିତ୍ରା।
(ଘ) ପୁଣ୍ଯ ପୂର୍ଣ୍ଣ ପ୍ରଦେଶ।
ପୁଣ୍ୟ ତୀର୍ଥଚୟ ପୂର୍ଣ୍ଣ ପ୍ରଦେଶ।
(ଡ) ବିଶ୍ୱଭୂମଣ୍ଡଳ ସ୍ନେହା ।
ବିଶ୍ୱଭୂମଣ୍ଡଳ କୃତବର ସ୍ନେହା ।
3.ନିମ୍ନଲିଖୁତ ଶବ୍ଦମାନଙ୍କୁ ବ୍ୟବହାର କରି ଗୋଟିଏ ଗୋଟିଏ ସାର୍ଥକ ବାକ୍ୟ ବାକ୍ୟ ଗଠନ କର ।
ପୟୋଧୂ, ଜନନୀ, ନୀଳ, ଯୋଗୀ, ପୁଣ୍ଯ ଣ୍ୟ, ଶୋଣିତ, ମନ୍ଦିର
ପୟୋଧୂ :- ପୟୋଧି ଜଳରେ ଭଗବାନ ମୀନ ଅବତାରରେ ଜନ୍ମଗ୍ରହଣ କରିଥିଲେ।
ଜନନୀ :-ଜନନୀର ଆଶୀର୍ବ ଆଶୀର୍ବାଦ ସନ୍ତାନକୁ ଉଚ୍ଚତମ ସୋପାନରେ ପହଞ୍ଚାଇ ଦେଇଥାଏ।
ନୀଳ : ସମୁଦ୍ରର ନୀଳ ଜଳରାଶିରେ ନୌକାଟି ଭାସିପ୍ସଲିଛି।
ଯୋଗୀ : ଭାରତବର୍ଷକୁ ଯୋଗୀ ଋଷିମାନଙ୍କର ଦେଶ ଭାବରେ ଅଭିହିତ କରାଯାଇଥାଏ।
ପୁଣ୍ଯ : ପୁରୀ ଧାମକୁ ପୁଣ୍ୟଧାମ ଣ୍ୟଧାମ ବୋଲି କୁହାଯାଏ।
ଶୋଣିତ : ଭୀମସେନ ଦୁଃଶାସନର )ର ଶୋଣିତରେ ଦୌପଦୀଙ୍କ କେଶ ବାନ୍ଧିଥିଲେ।
ମନ୍ଦିର କୋଣାର୍କ ମନ୍ଦିରର : ମନ୍ଦିରର କାରୁକାର୍ଯ୍ୟ ଅତୀବ ମନୋରମ।
4.ନିମ୍ନଲିଖୂତ ଶବ୍ଦଗୁଡ଼ିକର ବିପରୀତାର୍ଥବୋଧକ ଶବ୍ଦ ଲେଖ ।
ପବିତ୍ର, ସୁଶୋଭିତ, ସୁନ୍ଦର, ସ୍ନେହ, ସୁନନ୍ଦନ, ପୁଣ୍ୟ
ଉତ୍ତର
ପବିତ୍ର : ଅପବିତ୍ର
ସୁଶୋଭିତ : ଅଶୋଭିତ
ସୁନ୍ଦର : ଅସୁନ୍ଦର
ସ୍ନେହ : ଘୃଣା
ସୁନନ୍ଦନ : କୁନନ୍ଦନ
ପୁଣ୍ଯ : ପାପ
5.ଏପର ସେପଟ ହୋଇ ଲେଖା ଯାଇଥିବା ଅକ୍ଷରଗୁଡ଼ିକୁ ସଜାଇ ଅର୍ଥପୂର୍ଣ ଶବ୍ଦ ଗଠନ କର।
ଭିଶୋସୁତ, ମାତାଳତଳ, ମଣ୍ଡଭୂଶ୍ୱଳବି, ଅର୍ଷିକୀଦ୍ୟାନି,
ରଶୂରବ
ଉତ୍ତର
ଭିଶୋସୁତ : ସୁଶୋଭିତ
ମାତାଳତଳ : ତାଳତମାଳ
ମଣ୍ଡଭୂଶ୍ୱଳବି : ବିଶ୍ୱଭୂମଣ୍ଡଳ
ଅର୍ଷିକୀଦ୍ଯାନି : କୀର୍ତି ଅନିନ୍ଦା
ରଶୂରବ : ଶୂରବର
6.ନିମ୍ନଲିଖୁତ ପ୍ରତ୍ୟେକ ଶବ୍ଦର ଚାରିଗୋଟି ଅର୍ଥସୂଚିତ ହୋଇଛି। ତହିଁରୁ ଠିକ୍ ଉତ୍ତରଟି ବାଛି ଲେଖା
(କ) ଚାରୁ ହାସମୟୀ : ଯାହାର ହସ ସୁନ୍ଦର, ହସିହସିକା, ଠୋଠୋ ହସ, ମୁରୁକି ହସ
(ଖ) ତଟିନୀ : ସମୁଦ୍ର, ବିଲ, ନଦୀ, ତୋଟା
(ଗ) ଭୂଧର : ପୃଥ୍ବୀ, ପର୍ବତ, ଭୂମିକମ୍ପ, ଭୂଗୋଳ
(ଘ) ଊଟଜ : ଓଟ, ପତ୍ରକୁଡ଼ିଆ, ବଗିଚା, ମୁନିଋଷି
(ଡ) ଅରି : ଅରମା, ଅରଣା, ଶତ୍ରୁ, ରୋଷ
(ଚ) ବିହଙ୍ଗ : ଉଡ଼ାଜାହାଜ, ଆକାଶ, ପକ୍ଷୀ, ବିଲୁଆ
ଉତ୍ତର-
କ. ଯାହାର ହସ ସୁନ୍ଦର
ଖ. ନଦୀ
ଗ. ପର୍ବତ
ଘ.ପତ୍ର କୁଡ଼ିଆ
ଶତ୍ରୁ
ଚ. ପକ୍ଷୀ
7.ନିମ୍ନଲିଖୂତ ଶବ୍ଦଗୁଡ଼ିକର ବ୍ୟାସବାକ୍ୟ ସହ ସମାସର ନାମ ଲେଖ।
ଶୂରବର, ପ ପୟୋଧୂ, ଅନିଦ୍ୟା, ଭୂଧର ଭୂଧର, ଶୋଣିତ-ଚର୍ଚ୍ଚିତ
ଉତ୍ତର
ଶୂରବର ଶୂରଙ୍କ ମଧ୍ୟରେ ବର ୭ ମୀ ତତ୍ପୁରୁଷ
ପୟୋଧ୍ – ପୟୋକୁ ଧାରଣ କରିଛି ଯେ ଉପପଦ ତ ତପୁରୁଷ
ଅନିନ୍ଦ୍ ନ ନିନ୍ଦୁ । ନୁହେଁ ନିର୍ଯ୍ୟା ନଞ୍ଚ୍ ତତ୍ପୁରଷ
ଭୂଧର – ‘ଭୂ’ କୁ ଧାରଣ କରେ ଯେ ଉପପଦ ତତ୍ତ୍ପୁରୁଷ
ଶୋଣିତ ଚର୍ଚ୍ଚିତ – ଶୋଣିତ ଦ୍ଵାରା ଚର୍ଚ୍ଚିତ – ତୃତୀୟା ତତ୍ପୁରୁଷ
୮. ନିମ୍ନଲିଖୂତ ପ୍ରତ୍ୟେକ ଶବ୍ଦଗୁଚ୍ଛରୁ ଅଲଗା ଶବ୍ଦଟିକୁ ବାଛ।
(କ) ଜନନୀ, ମାଆ, ଭଗିନୀ, ବୋଉ, ମାତା
ଉ : ଭଗିନୀ
(ଖ) ଘନ, ବନ, ଅରଣ୍ୟ, ବଣ, ଜଙ୍ଗଲ
ଉ: ଘନ
(ଗ) ଯୋଗୀ, ଋଷି, ତପସ୍ୱୀ, ଦୟାଳୁ, ମୁନି
ଉ: ଦୟାଳୁ
(ଘ) ପବନ, ବାୟୁ, ମରୁତ, ଶୀକର, ଅନିଳ
ଉ: ଶୀକର
(ଡ) ଭୂଧର, ପାହାଡ଼, ବାରିଧୁ, ପର୍ବତ, ଅଚଳ
ଉ: ବାରିଧି
9.ନିମ୍ନଲିଖୂତ ଶବ୍ଦଗୁଡ଼ିକର ଅର୍ଥଗତ ପାର୍ଥକ୍ୟ ଦର୍ଶଅ।
ପୂତ – ପୁତ,
ଶାଳି ଶାଳୀ,
ଧନ୍ଯ ଧନ,
ସଜ ସାଜ,
ଚାରୁ – ଚରୁ
ଉତ୍ତର:-
ପୂତ- ପବିତ୍ର
ପୁତ : ପୁଅ, ସନ୍ତାନ
ଶାଳି : ଧାନ୍ୟ ବିଶେଷ
ଶାଳୀ : ସ୍ତ୍ରୀର ସାନ ଭଉଣୀ
ଧନ୍ୟ : ପ୍ରଶଂସାର ଯୋଗ
ଧନ : ସମ୍ପଭି
ସଜ : କାରି ଗର ଙ୍କ ତଟକା ଯନ୍ତ୍ରପାତି,
ସାଜ : ବେଶ, ଅଳଙ୍କାର
ଋରୁ : ସୁନ୍ଦର, ମନୋରମ
ଚାରୁ - ଯଜ୍ଞରୁ ପ୍ରସ୍ତୁତ ପ୍ପ୍ରସାଦ
10.ନିମ୍ନଲିଖୁତ ପ୍ରତ୍ୟେକ ଶବ୍ଦର ଦୁଇଟିଲେଖା
ପୟୋଧ, ଶୁଭ୍ର, ଋଷି, ବିହଙ୍ଗ, ତରଙ୍ଗ
ଉତ୍ତର
ପୟୋଧୂ : ସାଗର, ସମୁଦ୍ର, ପାରାବାର
ଶୁଭ୍ର : ସ୍ଵଚ୍ଛ, ନିର୍ମଳ
ଋଷି : ମୁନି, ତାପସ
ବିହଙ୍ଗ : ପକ୍ଷୀ, ଖଗ, ଚଢ଼େଇ
ତରଙ୍ଗ : ଢେଉ, ଊର୍ମି
-By Rajesh
Comments
Post a Comment